ମହିଳାମାନେ କିଛି ନପିନ୍ଧିଲେ ବି ଭଲ ଦେଖାଯାଆନ୍ତି: ବାବା ରାମଦେବ

ନୂଆଦିଲ୍ଲୀ: ପୁଣି ନିଜ ବୟାନକୁ ନେଇ ବିବାଦରେ ଯୋଗଗୁରୁ ବାବା ରାମଦେବ। ମହିଳାଙ୍କୁ ନେଇ ସେ ଏକ କାର୍ଯ୍ୟକ୍ରମରେ କହୁ କହୁ କିଛି ଏଭଳି କହିଗଲେ ଯେ ଯାହା ପାଇଁ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମହିଳାମାନେ ମୋ ଭଳି କିଛି ନପିନ୍ଧିଲେ ମଧ୍ୟ ସୁନ୍ଦର ଦିଶନ୍ତି ବୋଲି କହି ଏବେ ଫସିଯାଇଛନ୍ତି ବାବା। ମହାରାଷ୍ଟ୍ରର ଥାଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ ବାବା କହିଥିଲେ ଯେ … Continue reading ମହିଳାମାନେ କିଛି ନପିନ୍ଧିଲେ ବି ଭଲ ଦେଖାଯାଆନ୍ତି: ବାବା ରାମଦେବ